ତାମ୍ରବର୍ଣ୍ଣ
ଦେଖଣା
ତାମ୍ରବର୍ଣ୍ଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ତାମ+ବର୍ଣ୍ଣ)
[ସମ୍ପାଦନା]- ୧. ନାଲିଆ; ରକ୍ତବର୍ଣ୍ଣ (ହିନ୍ଦୀ - ଶବ୍ଦସାଗର) — ୧. Red.
- ୨. ତମ୍ୱାଳିଆ ବର୍ଣ୍ଣର —୨. Copper-coloured.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମନୁଷ୍ୟର ଦେହର ଚମଡ଼ା ତଳେ ଥିବା ୪ର୍ଥ ଚର୍ମର ସ୍ତର (ହିନ୍ଦୀ - ଶବ୍ଦସାଗର) —୧. The thin layer of skin below the outer skin of the human body.
- ୨. ସିଂହଳ ଦ୍ୱୀପ (ହିନ୍ଦୀ - ଶବ୍ଦସାଗର) —୨. Ceylon.
[ ଦ୍ର—ଏ ଦ୍ୱୀପର ଏହି ନାମରୁ ପ୍ରାଚୀନ ଗ୍ରୀକ୍ମାନେ ଏହାକୁ ତାପ୍ରୋବେନ୍ (Taprobane) ନାମ ଦେଇଥିଲେ]