ତାରତମ୍ୟ

ଉଇକିଅଭିଧାନ‌ରୁ

ତାରତମ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ତର+ତମ=ତରତର=ନ୍ୟୂନାଧିକ୍ୟ+ଭାବାର୍ଥେ ଯ)[ସମ୍ପାଦନା]

୧. ନ୍ୟୂନାଧିକ୍ୟ; ଇତରବିଶେଷ — ୧. The state or condition of being more or less.
୨. କ୍ରମୋଚ୍ଚ ବା କ୍ରମନିମ୍ନ କରିବା — ୨. Gradation; proportion.
୩. ପ୍ରଭେଦ —୩. Difference; distinction.
୪. ତୁଳନା —୪. Comparision.
୫. ଦୁଇ ବା ତତୋଽଧିକ ବସ୍ତୁ ବା ବ୍ୟକ୍ତି ମଧ୍ୟରେ କେହି ବଡ଼ କେହି ସାନ ହେବା ଭାବ —୫. Comparative greatness or smallness amongst two or more things.

ତାର ତୋର ସୁଲୋଚନା ତାରତମ୍ୟ ବିବେଚନା କବିସୂର୍ଯ୍ୟ. କିଶୋରୀଚମ୍ପ. ତ. ଗୀତ