ତାରିକ ଗଡ଼ିବା
ଦେଖଣା
ତାରିକ ଗଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ତାରିକ ଗଡ଼ିବା
|
ଦେଶଜ - ବିଶେଷ୍ୟ - (କଚରିଆ)
[ସମ୍ପାଦନା]ମକଦମା ଶୁଣାଣି ନିମନ୍ତେ ଅନ୍ୟ ତାରିଖ ଧାର୍ଯ୍ୟ ହେବା — Adjournment or postponement of a case to some other date.