Jump to content

ତାରିକ ପଡ଼ିବା

ଉଇକିଅଭିଧାନ‌ରୁ

ତାରିକ ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ତାରିକ ହେବା, ତାରିକ ଧାର୍ଯ୍ୟହେବା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (କଚିରିଆ)

[ସମ୍ପାଦନା]

ମକଦମା ଶୁଣାଣି ହେବା ପାଇଁ ହାକିମଙ୍କଦ୍ୱାରା ତାରିଖ ନିର୍ଦ୍ଧାରିତ ହେବା — A case being fixed for hearing; fixing of a certain date.