ତାରିଖ
ଦେଖଣା
ତାରିଖ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ତାରିଖ୍)
[ସମ୍ପାଦନା]- ୧. ମାସର ଦିନ — ୧. Date or day of the month.
- ୨. (କଚରିଆ) ମକଦ୍ଦମା ଶୁଣାଣି ହେବା ପୂର୍ବରୁ ନିର୍ଦ୍ଧାରିତ ଦିନ —୨. Date fixed for the hearing of a case.
[ଦ୍ରଷ୍ଟବ୍ୟ — ଏହାର ସାଙ୍କେତିକ 'ତା' ତାରିଖ ଲେଖିବାର ନିୟମ ଏହିକି ପ୍ରଥମେ ତାରିକର ପୂରଣ ସଂଖ୍ୟା ଲେଖାଯାଏ ଓ ସମସ୍ତଙ୍କ ପୂର୍ବରେ 'ତା' ଲେଖାଯାଏ; ଯଥା—୧୯୩୩: ସାଲ ମାର୍ଚ୍ଚ ମାସ ପାଞ୍ଚ ତାରିଖ ଲେଖିବାକୁ ହେଲେ ତା୫/୩/୧୯୩୩: ଲେଖାଯାଏ ସାଧାରଣତଃ ଇଂରାଜି ମାସର ଦିବସକୁ ତାରିଖ ଓ ଓଡ଼ିଆ ଗଣନାର ମାସର ଦିବସକୁ ଦିନ ବୋଲାଯାଏ ]