ତାରିଣୀ
ଦେଖଣା
ତାରିଣୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) Duration: 2 seconds. (file)
ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ତୃ ଧାତୁ ଣିଚ= ତାରି+ କର୍ତ୍ତୃ. ଇନ୍+ ସ୍ତ୍ରୀ. ଈ)
[ସମ୍ପାଦନା]- ୧. ରକ୍ଷାକର୍ତ୍ତୀ —୧. Protecting (female).
- ୨. ତ୍ରାଣକର୍ତ୍ତୀ —୨. Delivering (female).
ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ଦୁର୍ଗା —୧. Goddess Durgā.
ସଂକଟ କାଳରେ ସାହା ହୋଇଲ ଯେ ମୋତେ ତାରା ଯେ ତାରିଣୀ ନାମ ବୋଲାଅ ଜଗତେ ବିଶ୍ୱନାଥ. ବିଚିତ୍ରରାମାୟଣ
- ୨. ତାରଣକର୍ତ୍ତୀ ସ୍ତ୍ରୀ —୨. Deliverer (woman).
- ୩. ରକ୍ଷାକର୍ତ୍ତୀ ସ୍ତ୍ରୀ —୩. Saviour (woman).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗଞ୍ଜାମ ପାହାଡ଼ବିଶେଷ; ଯହିଁରେ ତାରା ତାରିଣୀ ଦେବୀ ପ୍ରତିଷ୍ଠିତ —Name of a hill in Ganjam where the Deity (Goddess) TārāTāriṇī is established.
ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -
[ସମ୍ପାଦନା]ତାରିଣୀ ମଙ୍ଗଳବାର ଦିନ ସ୍ତ୍ରୀ ଲୋକ— ମାନେ ହାତରେ ଯେଉଁ ବ୍ରତ—ସୂତା ବାନ୍ଧନ୍ତି —The amulet-string worn round the arm by females on the Tāriṇī tuesday.