ତାରିଣୀ

ଉଇକିଅଭିଧାନ‌ରୁ

ତାରିଣୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ତୃ ଧାତୁ ଣିଚ= ତାରି+ କର୍ତ୍ତୃ. ଇନ୍+ ସ୍ତ୍ରୀ. ଈ)[ସମ୍ପାଦନା]

୧. ରକ୍ଷାକର୍ତ୍ତୀ —୧. Protecting (female).
୨. ତ୍ରାଣକର୍ତ୍ତୀ —୨. Delivering (female).

ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

୧. ଦୁର୍ଗା —୧. Goddess Durgā.

ସଂକଟ କାଳରେ ସାହା ହୋଇଲ ଯେ ମୋତେ ତାରା ଯେ ତାରିଣୀ ନାମ ବୋଲାଅ ଜଗତେ ବିଶ୍ୱନାଥ. ବିଚିତ୍ରରାମାୟଣ

୨. ତାରଣକର୍ତ୍ତୀ ସ୍ତ୍ରୀ —୨. Deliverer (woman).
୩. ରକ୍ଷାକର୍ତ୍ତୀ ସ୍ତ୍ରୀ —୩. Saviour (woman).

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଗଞ୍ଜାମ ପାହାଡ଼ବିଶେଷ; ଯହିଁରେ ତାରା ତାରିଣୀ ଦେବୀ ପ୍ରତିଷ୍ଠିତ —Name of a hill in Ganjam where the Deity (Goddess) TārāTāriṇī is established.

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -[ସମ୍ପାଦନା]

ତାରିଣୀ ମଙ୍ଗଳବାର ଦିନ ସ୍ତ୍ରୀ ଲୋକ— ମାନେ ହାତରେ ଯେଉଁ ବ୍ରତ—ସୂତା ବାନ୍ଧନ୍ତି —The amulet-string worn round the arm by females on the Tāriṇī tuesday.