ତାରିଣୀ ମଙ୍ଗଳବାର

ଉଇକିଅଭିଧାନ‌ରୁ

ତାରିଣୀ ମଙ୍ଗଳବାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -[ସମ୍ପାଦନା]

ଗୁଣ୍ଡିଚାର ପରବର୍ତ୍ତୀ ମଙ୍ଗଳବାର — The Tuesday following the Puri Rathaj̄ātrā or car festival.

[ଦ୍ରଷ୍ଟବ୍ୟ —ସ୍ତ୍ରୀଲୋକେ ଉପବାସ କରି ତାରିଣୀ ଠାକୁରାଣୀଙ୍କୁ ପୂଜା କରନ୍ତି ଏବଂ ହାତରେ ତାରିଣୀ ବ୍ରତ ବାନ୍ଧନ୍ତି]