Jump to content

ତାଲିମ୍ କରିବା

ଉଇକିଅଭିଧାନ‌ରୁ

ତାଲିମ୍ କରିବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପ୍ରାଥମିକ ଶିକ୍ଷା ଦେବା; ମଣ କରିବା — ୧. To train; to coach; to teach.
୨. (କଚିରିଆ) ସାକ୍ଷୀମାନଙ୍କୁ ଅଭୀପ୍ସୀତ ସାକ୍ଷ୍ୟଦେବା ନିମନ୍ତେ ଆଗରୁ ଶିଖାଇବା — ୨. To coach witnesses before trial.