Jump to content

ତିଅଣ

ଉଇକିଅଭିଧାନ‌ରୁ

ତିଅଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତେମନ, ତୃଣାନ୍ନ)

[ସମ୍ପାଦନା]

ବ୍ୟଞ୍ଜନ; ତରକାରୀ — Curry.

[ ଦ୍ର—ରାନ୍ଧିବାର ପ୍ରକାରଭେଦରେ ଓ ପରିବା ଆଦି ଉପକରଣ ଭେଦରେ ମହୁର, ବେଶର, ଆମ୍ୱୁଳ, ଶାକରା, ପିତା, ସନ୍ତୁଳା, ଖରଡ଼ା, ଠୁକୁଠୁକା ଆଦି ନାନାପ୍ରକାର ତିଅଣ କରାଯାଏ]