ତିଉଣିଆଁ

ଉଇକିଅଭିଧାନ‌ରୁ

ତିଉଣିଆଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ତିଅଣିଆଁ—ଅନ୍ୟରୂପ)

  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]

ପୁରୀ ବଡ଼ଦେଉଳରେ ମହାପ୍ରସାଦ ତିଅଣପାଇଁ ପରିବା କାଟିବା ଶୂଦ୍ରଜାତିବିଶେଷ — A Ṡūdra class of people who chop and prepare vegetables for being cooked into curry in the temple of Jagannath at Puri.

[ ଦ୍ର—ଅଭ୍ୟାସବଶତଃ ଏମାନେ ପରିବା କାଟିବାରେ ବଡ଼ ସିଦ୍ଧହସ୍ତ]