ତିଉଣିଆଁ
ଦେଖଣା
ତିଉଣିଆଁ
ଉଚ୍ଚାରଣ
[ସମ୍ପାଦନା](ତିଅଣିଆଁ—ଅନ୍ୟରୂପ)
ପ୍ରାଦେଶିକ - (ପୁରୀ) ବିଶେଷ୍ୟ -
[ସମ୍ପାଦନା]ପୁରୀ ବଡ଼ଦେଉଳରେ ମହାପ୍ରସାଦ ତିଅଣପାଇଁ ପରିବା କାଟିବା ଶୂଦ୍ରଜାତିବିଶେଷ — A Ṡūdra class of people who chop and prepare vegetables for being cooked into curry in the temple of Jagannath at Puri.
[ ଦ୍ର—ଅଭ୍ୟାସବଶତଃ ଏମାନେ ପରିବା କାଟିବାରେ ବଡ଼ ସିଦ୍ଧହସ୍ତ]