ତିକ୍ତ

ଉଇକିଅଭିଧାନ‌ରୁ

ତିକ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷଣ -(ତିଜ୍ ଧାତୁ=ତୀକ୍ଷ୍ଣ କରିବା+କର୍ତ୍ତୃ ତ. ଯାହା କ୍ଷୁଧାକୁ ତୀକ୍ଷ୍ଣ କରେ)[ସମ୍ପାଦନା]

୧. ପିତା — ୧. Bitter (in taste).
୨. ସୁଗନ୍ଧ; ସୁବାସିତ —୨. Fragrant.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ପିତାରସ; ଷଡ଼ରସ ମଧ୍ୟରୁ ଏକତମ — ୧. Bitter taste; bitterness.

[ଦ୍ରଷ୍ଟବ୍ୟ —ତିକ୍ତରସ ଷଡ଼ରସ ମଧ୍ୟରୁ ଏକତମ ବୈଦ୍ୟଶାସ୍ତ୍ର ଅନୁସାରେ ଏହା ଛେଦକ, ରୁଚିକାରକ, ଦୀପକ, ଶୋଧକ ଏବଂ ମୂତ୍ର, ମେଦ, ରକ୍ତ, ବସା ଆଦିର ଶୋଷକ ଜ୍ୱର, କାଛଉ, କୁଣଡିଆ, କୁଷ୍ଠ, ମୂର୍ଚ୍ଛା, ଆଦିରେ ତିକ୍ତରସ ସେବନ ଉପକାରୀ; ନିମ୍ୱ, ଚିରେଇତା, ନଳିତାଶାଗ, କୁଇନାଇନ୍, ଗୁଳୁଚି, ତିକ୍ତ ଅଟେ]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. କୌଣସି ବ୍ୟକ୍ତିର ମୃତ୍ୟୁର ପରଦିନ ତାହାର କୁଟୁମ୍ୱମାନେ ଅଣହଳଦିଆ ଓ ଅଫୁଟା ତିଅଣ ଏବଂ ନିମ୍ୱ ପିତା ସହିତ ଖାଇବା ଅନ୍ନାଦି —୧. Cooked food consisting of rice and unseasoned curry (not mixed with oil, spices, turmeric or rye) mixed with neem-leaves, taken by the kinsmen of a deceased person on the next day of his death.
୨. ମୃତ୍ୟୁର ପର ଦିବସ — ୨. The next day of a person's death.