ତିନ୍ତା

ଉଇକିଅଭିଧାନ‌ରୁ

ତିନ୍ତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ତିମ୍ ଧାତୁ=ଆର୍ଦ୍ର ହେବା)[ସମ୍ପାଦନା]

ଆର୍ଦ୍ର; ଓଦା — Wet; moistened; damp.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଆର୍ଦ୍ର ହେବା; ଓଦା ହେବା, ତିନ୍ତିବା — ୧. The state of being wet or moistened.
୨. ଓଦା କରିବା —୨. Moistening; Wetting.