ତିନ୍ତା
ଦେଖଣା
ତିନ୍ତା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ତିମ୍ ଧାତୁ=ଆର୍ଦ୍ର ହେବା)
[ସମ୍ପାଦନା]ଆର୍ଦ୍ର; ଓଦା — Wet; moistened; damp.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଆର୍ଦ୍ର ହେବା; ଓଦା ହେବା, ତିନ୍ତିବା — ୧. The state of being wet or moistened.
- ୨. ଓଦା କରିବା —୨. Moistening; Wetting.