ତିମି

ଉଇକିଅଭିଧାନ‌ରୁ

ତିମି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ତିମୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ତିମ୍ ଧାତୁ=ଆର୍ଦ୍ର, ହେବା+କର୍ତ୍ତୃ. ଇ)[ସମ୍ପାଦନା]

୧. ସମୁଦ୍ର ଜୀବୀ ବୃହତ୍କାୟ ମତ୍ସ୍ୟବିଶେଷ — ୧. Whale.

[ଦ୍ରଷ୍ଟବ୍ୟ —ଏମାନେ ସ୍ତନ୍ୟପାୟୀ ଜୀବ (mammal); ଆକାରରେ ୬ ହାତ ପର୍ଯ୍ୟନ୍ତ ଲମ୍ୱ ହୁଅନ୍ତି ଏମାନେ୨ ପ୍ରକାର; ଯଥା— ଦନ୍ତଯୁକ୍ତ ଓ ଦନ୍ତହୀନ; ଶୀତପ୍ରଧାନ ଅଞ୍ଚଳର ସମୁଦ୍ରରରେ ବାସ କରନ୍ତି ଜାହାଜିଆମାନେ ଏମାନଙ୍କୁ ତେଣ୍ଟାରେ ମାରି ଏମାନଙ୍କ— ଠାରୁ ଚର୍ବି ବାହାର କରି ସେହି ଚର୍ବିରେ ମହମବତି ଓ ସାବୁନ ଆଦି ନାନା ପ୍ରୟୋଜନୀୟ ଦ୍ରବ୍ୟ ପ୍ରସ୍ତୁତ କରନ୍ତି ଏମାନଙ୍କ କଣ୍ଟାରୁ ବୋତାମ, ବାଡ଼ି ଓ ମେମମାନଙ୍କ କୁର୍ତ୍ତାଭିତରର ଧନୁକା— କୃତି ରୁଅ (rits) ତିଆରି ହୁଏ ]

୨. ସମୁଦ୍ର (ପ୍ରକୃତିବାଦ) —୨. Ocean.
୩. ରାତ୍ର୍ୟନ୍ଧତା; ଅନ୍ଧାରକଣା ରୋଗ — ୩. Night-blindness; nyctalopia.