ତିର୍ଯ୍ୟଗ୍ଗତି
ଦେଖଣା
ତିର୍ଯ୍ୟଗ୍ଗତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ତର୍ଯ୍ୟକ୍+ଗତି)
[ସମ୍ପାଦନା]- ୧. ବକ୍ରଗତି; ବଙ୍କା ବା ତେରଛା ଭାବରେ ଗମନ — ୧. Oblique course.
- ୨. କର୍ମବଶତଃ ପଶୁପକ୍ଷି ଯୋନିରେ ଜନ୍ମଗ୍ରହଣ — ୨. Being born as a bird or beast (as a result of one's Karma or actions).
ସଂସ୍କୃତ - ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]ବକ୍ର ବା ତେରଛାଭାବରେ ଗମନ କରୁଥିବା —Moving obliquely.