Jump to content

ତିଳେ

ଉଇକିଅଭିଧାନ‌ରୁ

ତିଳେ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

(ତିଳେକ, ତିଳେ ମାତ୍ର—ଅନ୍ୟରୂପ)

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ଏକକ୍ଷଣ ସୁଦ୍ଧା — ୧. Even a moment.
୨. ଟିକିଏ ମାତ୍ର (ସ୍ଥାନ, ସମୟ ବା ପରିମାଣ) — ୨. Even a little; slightly (in point of time, place or quantity).

ସେ ପ୍ରତିଷ୍ଠା ନିଜେ ତିଳେ ନ ବଢାଇ ରାଧାନାଥ. ଦରବାର

ଦେଶଜ - ବିଶେଷଣ -

[ସମ୍ପାଦନା]

ଲେଶମାତ୍ର; ଅତିସାମାନ୍ୟ — In the slightest degree.

ଏଣେ ଆସିବାକୁ ତିଳେ ନାହିଁ ଅବସର ରାଧାନାଥ. ବେଣୀସଂହାର