ତିଳ ପିଚ୍ଚଟ
ଦେଖଣା
ତିଳ ପିଚ୍ଚଟ
ଉଚ୍ଚାରଣ
[ସମ୍ପାଦନା](ତିଳପିଷ୍ଟ; ତିଳପିଷ୍ଟକ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ତିଳ ଗୁଣ୍ଡା କରି ତାକୁ ଚାଡ଼ ବା ଚିନିରେ ପାଗ କରାଯାଇ ପ୍ରସ୍ତୁତ ପିଷ୍ଟକ —A cake made of powdered sesamum seeds seasoned with sugar.
[ଦ୍ରଷ୍ଟବ୍ୟ —ଏହା ମଳବର୍ଦ୍ଧକ, ଶୁକ୍ରଜନକ, ବାୟୁନାଶକ, କଫ ଓ ପିତ୍ତ— ବର୍ଦ୍ଧକ, ଶରୀରର ଉପଚୟକାରକ, ଗୁରୁ, ସ୍ନିଗ୍ଧ ଓ ମୃତ୍ରାଧିକ୍ୟନାଶକ