ତିହାଇ

ଉଇକିଅଭିଧାନ‌ରୁ

ତିହାଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ରିଘାତ)[ସମ୍ପାଦନା]

(ସଙ୍ଗୀତ) ତାଳର ସମାପ୍ତି ବା ସମକୁ ଆସିବାର ପୂର୍ବରେ ତିନିବାର ଆଘାତ; ତାଳର ମାତ୍ରା ଅନୁସାରେ କତାଳିଦ୍ୱାରା ବା ମୃଦଙ୍ଗାଦିରେ ଆଘାତଦ୍ୱାରା ବିଭାଗ ଜ୍ଞାପନପୂର୍ବକ ଶେଷ ବିଭାଗ ସ୍ଥାନରେ କରତାଳି ନ ଦେବା — (music) The ୩ final strokes given before the conclusion of a particular musical measure or beating to time.