ତୁଟାଇବା
ଦେଖଣା
ତୁଟାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ତ୍ରୁଟ୍ ଧାତୁ=ଛେଦନ କରିବା; 'ତ୍ରୁଟିବା'ର ଣିଜନ୍ତ ରୂପ)
[ସମ୍ପାଦନା]- ୧. (ବିବାଦ) ନିଷ୍ପତ୍ତି କରିବା — ୧. To decide; to settle (a dispute).
(ଯଥା— ଜମିଦାର ମୋ ଆଡ଼ୁଆ ତୁଟାଇଲେ ମୁଁ ନିଶ୍ଚନ୍ତ ହୁଅନ୍ତି)
- ୨. ଭଙ୍ଗାଇବା —୨. To cause to break up.
- ୩. ହିସାବ ନିକାଶ କରିବା — ୩. To settle an account.
- ୪. ବିଚ୍ଛିନ୍ନ କରିବା —୪. To cut.
(ଯଥା—ତାଙ୍କ ସଙ୍ଗେ ମୁଁ ଆଜିଠାରୁ ବନ୍ଧୁତା ତୁଟାଇଲି)
- ୫. ଦେୟ ବା ଋଣ ପରିଶୋଧ କରିବା — ୫. To liquidate or clear off one's debt.
ପ୍ରାଦେଶିକ - (ଲରିଆ)କ୍ରିୟାପଦ -
[ସମ୍ପାଦନା]ଭାଙ୍ଗିବା —To break.
[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]