ତୁଠ
ଦେଖଣା
ତୁଠ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ତୋଠ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୀର୍ଥ)
[ସମ୍ପାଦନା]- ୧. ନଦୀ ପୁଷ୍କରୀଣୀ ଆଦିରେ ସ୍ନାନ କରିବାର ସ୍ଥାନ; ଗାଧୁଆପାଧୁଆ କରିବାର ଘାଟ — ୧. Bathing ghat.
- ୨. ଜଳାଶ୍ରୟର ଯେଉଁ ଘାଟରେ ୧ ଦିନ ପର୍ଯ୍ୟନ୍ତ ମୃତ ବ୍ୟକ୍ତିର ଶ୍ରାଦ୍ଧାଦି କରାଯାଏ; ଦଶତୁଠ — ୨. A placr on the bank of a river or pond where piṇḍas or funeral offerings are cooked and offered to the ghost of the deceased during the ୧୦ days of the funerals amongsr the Hindus.
- ୩. ମୃତାହର ଦଶମ ଦିନ ତୁଠରେ କରାଯିବା କ୍ଷୌର, ସ୍ନାନ, ଓ ଶ୍ରାଦ୍ଧାଦି କର୍ମ —୩. The funeral rites and shaving done on the bank of water on the ୧୦th day of the funerals amongst the Hindus.
- ୪. ଧୋବା ଲୁଗା କାଚିବା ସ୍ଥାନ — ୪. The place on the bank of where washermen wash clothes.
- ୫. ନଈପାରି ଘାଟ —୫. Landing place; ferry.
- ୬. ନଦୀର ଯେଉଁ ସ୍ଥାନରେ ଲୋକେ ଜଳରେ ପଶି ପାରି ହୋଇ ପାରନ୍ତି; ଥଳ —୬. A ford in a river a place where a river can be forded.