Jump to content

ତୁଠ

ଉଇକିଅଭିଧାନ‌ରୁ

ତୁଠ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ତୋଠ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୀର୍ଥ)[ସମ୍ପାଦନା]

୧. ନଦୀ ପୁଷ୍କରୀଣୀ ଆଦିରେ ସ୍ନାନ କରିବାର ସ୍ଥାନ; ଗାଧୁଆପାଧୁଆ କରିବାର ଘାଟ — ୧. Bathing ghat.
୨. ଜଳାଶ୍ରୟର ଯେଉଁ ଘାଟରେ ୧ ଦିନ ପର୍ଯ୍ୟନ୍ତ ମୃତ ବ୍ୟକ୍ତିର ଶ୍ରାଦ୍ଧାଦି କରାଯାଏ; ଦଶତୁଠ — ୨. A placr on the bank of a river or pond where piṇḍas or funeral offerings are cooked and offered to the ghost of the deceased during the ୧୦ days of the funerals amongsr the Hindus.
୩. ମୃତାହର ଦଶମ ଦିନ ତୁଠରେ କରାଯିବା କ୍ଷୌର, ସ୍ନାନ, ଓ ଶ୍ରାଦ୍ଧାଦି କର୍ମ —୩. The funeral rites and shaving done on the bank of water on the ୧୦th day of the funerals amongst the Hindus.
୪. ଧୋବା ଲୁଗା କାଚିବା ସ୍ଥାନ — ୪. The place on the bank of where washermen wash clothes.
୫. ନଈପାରି ଘାଟ —୫. Landing place; ferry.
୬. ନଦୀର ଯେଉଁ ସ୍ଥାନରେ ଲୋକେ ଜଳରେ ପଶି ପାରି ହୋଇ ପାରନ୍ତି; ଥଳ —୬. A ford in a river a place where a river can be forded.