ତୁଣ୍ଡକେରୀ
ଦେଖଣା
ତୁଣ୍ଡକେରୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତୁଣ୍ଡକ= ମୁଖ+ଈର୍ ଧାତୁ= ଗମନ କରିବା+ ଅ+ସ୍ତ୍ରୀ. ଈ; ଏହାର ପାଚିଲା ଫଳ ଓଷ୍ଠ ସଙ୍ଗେ ତୁଳନା କରାଯାଉ ଥିବାରୁ)
[ସମ୍ପାଦନା]- ୧. କଇଁଚିକାକୁଡ଼ି (ଦେଖ) - — ୧. Kaiñchi kākuṟḍ̠i (See)
- ୨. କପା (ହିନ୍ଦୀ - ଶବ୍ଦସାଗର) —୨. Cotton.