ତୁଣ୍ଡ ବାଇଦ
ଦେଖଣା
ତୁଣ୍ଡ ବାଇଦ
ଉଚ୍ଚାରଣ
[ସମ୍ପାଦନା](ତୁଣ୍ଡବାଜା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୁଣ୍ଡ ବାଦ୍ୟ)
[ସମ୍ପାଦନା]- ୧. ଜନରବ; ତୁଣ୍ଡଦ୍ୱାରା ପ୍ରଚାରିତ କଥା; ଜନଶ୍ରୃତି —୧. A report transmitted from place to place by word of mouth; rumour.
ଚମବାଇଦ କୋଶେ, ତୁଣ୍ଡ ବାଇଦ ଶହସ୍ର କୋଶ—ଢଗ
- ୨. ତୁଣ୍ଡଦ୍ୱାରା କରାଯିବା ବମ୍ ବମ୍ ଶବ୍ଦ — ୨. The sound of bom-bom made by the mouth.
- ୩. କଳିକଜିଆ; ବାଦାନୁବାଦ; ବଚସା — ୩. Wrangling quarrel.