Jump to content

ତୁମଡ଼ୀ

ଉଇକିଅଭିଧାନ‌ରୁ

ତୁମଡ଼ୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୁମ୍ଭୀ= ଲାଉ; ତୁମ୍ୱିନୀ)[ସମ୍ପାଦନା]

୧. ପିତା ଲାଉର ତୁମ୍ୱୀରେ ନିର୍ମିତ ବଂଶୀ ବିଶେଷ; ତିକ୍ତରୀ; ସ୍ୱସ୍ୱରୀ — ୧. Bagpipe made of narrow-necked and big-billied bitter gourd.

[ଦ୍ରଷ୍ଟବ୍ୟ —ଏହାର ମଝିଅଂଶ ମୋଟା ଓ ଦୁଇପାଖ ସରୁ ହିନ୍ଦୁମାନଙ୍କର ପ୍ରାଚୀନ ଦ୍ୱିନଳ ଯନ୍ତ୍ର ଏହାଦ୍ୱାରା ନିର୍ମିତ ହେଉଥିଲା ସାପୁଆ କେଳାମାନେ ଏହା ବଜାଇ ସାପ ଖେଳାନ୍ତି ଏହାର ଅଗରେ ସଚ୍ଛିଦ୍ର ଦୁଇଟି ନଳ ଲାଗିଥାଏ, ମଝିଅଂଶ ଗୋଟିଏ ପିତା ଲାଉର ଖୋଳପା, ଓ ମୂଳଅଂଶ ଗୋଟିଏ ନଳ; ଶୋଷୋକ୍ତ ନଳକୁ ଫୁଙ୍କାଯାଏ କେହି କେହି ଏହାକୁ ନାକରେ ବଜାନ୍ତି ପୃଥିବୀର ପ୍ରାୟ ସମସ୍ତ ପ୍ରାଚୀନ ଜାତି ଏହିପରି ବଂଶୀ ବ୍ୟବହାର କରୁଥିଲେ ଭିନ୍ନ ଭିନ୍ନ ଦେଶରେ ଏହାର ନାମ ଭିନ୍ନ ଭିନ୍ନ ଯଥା—ଇଂଲଣ୍ଡରେ ବାଗ୍ପାଇପ୍ (Bagpipe); ସାଇବେରିୟାରେ ତିତ୍ତି (Titti), ପାରସ୍ୟରେ ନିଅମ୍ୱନା, ମିସରଦେଶରେ ଜୁକ୍ୱାରା, ଇଟାଲୀ ଜାମ୍ପୋନା ତାଇବଲରେ ଏହି ଯନ୍ତ୍ରର ନାମ ସାମ୍ଫୋନିୟା ବୋଲି ଲିଖିତ ହୋଇଅଛି]


୨. ଏକପ୍ରକାର ବିଷାକ୍ତ କୀଟ — ୨. A kind of pooisonous insect.
୩. ତୁମ୍ୱା; ଲାଉ ଖୋଳପାରେ ନିର୍ମିତ ଥାଳ —୩. A bowl made of the shell of the gourd.



ତୁମଡ଼ୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ତୁମଡ଼ୀ (ଦେଖ) - Tumaṟḍ̠ī