ତୁମ୍ଭ

ଉଇକିଅଭିଧାନ‌ରୁ

ତୁମ୍ଭ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ତୁମ୍ଭ ଧାତୁ+ କର୍ମ. ଅ)[ସମ୍ପାଦନା]

୧. ଲାଉ; ଅଲାବୁ — ୧. White gourd; Lagenarea Vulgaris.
୨. ପିତା ଲାଉ —୨. Bottle gourd.
୩. ବୀଣା —୩. Harp.
୪. ସିତାର ଆଦି ଯନ୍ତ୍ରର ଲାଉ —The bulb of a guiter or harp.
୫. ବିମ୍ୱୀ; କଇଁଚି କାକୁଡ଼ି (ଦ୍ରବ୍ୟଗୁଣ) —୫. Kaiñchi Kākuṟḍ̠i (See)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଧାନ୍ୟାଦି ମାପିବାର ପାତ୍ର —୧. A measure for corn.
୨. ବଡ଼ ଗଛର ଗଣ୍ଡିକୁ ଗଡ଼ କରି ସେହି ଗଡ଼ରେ କିମ୍ୱା ଗୋଟିଏ ବଡ଼ ଘଡ଼ିରେ ଗୋଟିଏ ଗଭୀର ଛିଦ୍ର କରି ସେ ଛିଦ୍ରରେ ବାରୁଦ ଭର୍ତ୍ତି କରି କରାଯିବା ଘଡ଼ିବାଣ — ୨. A kind of fire work.
୩. ଶଗଡ଼ ଚକର ହାଣ୍ଡି — ୩. The hub of a wheel.



ତୁମ୍ଭ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଶକଟାଦି ଚକ୍ର ମଧ୍ୟସ୍ଥଳ; ଶଗଡ଼ ଚକର ହାଣ୍ଡି — ୧. The centre or nave of a wheel; the hub of a wheel.


ଅନୁବାଦ[ସମ୍ପାଦନା]

(ତୁମ୍ୱ—ଅନ୍ୟରୂପ)

୨. କାଠର ବଡ଼ ଗଡ଼ ମଧ୍ୟରେ ଗଭୀର ଗର୍ତ୍ତ କରି ତହିଁ ମଧ୍ୟରେ ବାରୁଦ ଖୁନ୍ଦି ତିଆରି କରାଯିବା ବାଣ — ୨. A firework made by pushing gunpowder into a deep hole dug in a log of wood.

[ ଦ୍ର—ବର କିମ୍ୱା ତେନ୍ତୁଳିର ଗଡ଼କାଠରେ ୩୪: ଇଞ୍ଚ ବ୍ୟାସରେ ଗୋଟିଏ ଗୋଲାକାର ଗାତ ଖୋଳାଯାଏ; ଆର ପାଖ ଫୁଟିବାକୁ ପ୍ରାୟ ୪ ଆଙ୍ଗୁଳି ବାକି ଥାଏ, ତଳ ପାଖର ବାକି ଅଂଶରେ ଲୁହା ଭଅଁରଦ୍ୱାରା ବୁଢ଼ା ଆଙ୍ଗୁଳ ମୋଟରେ ଗୋଟିଏ କଣା କରାଯାଏ ସେହି କଣାକୁ ଛିଣ୍ଡା କନାଦ୍ୱାରା ବା କତା ଦଉଡ଼ିର ବିଣ୍ଡାଦ୍ୱାରା ବନ୍ଦ କରାଯାଏ ପରେ ବଡ଼ ଗାତରେ ଆଙ୍ଗୁଳକର ୩ ଭାଗରୁ ଭାଗେ ପରିମାଣରେ ମାଟି ପକାଇ ଗାଞ୍ଜଦ୍ୱାରା (ଯେଉଁ କାଠ ଖଣ୍ତର ମାପରେ ଗାତ ଖୋଳା ଯାଇ ଥାଏ ତାହାଦ୍ୱାର) ଖୁନ୍ଦି ପୁଣି ଭଅଁରଦ୍ୱାରା ପୂର୍ବୋକ୍ତ କଣା ସହିତ ସମାନ କରି କଣା କରାଯାଏ ସେ ଗାତରେ ବାରୁଦ ଭର୍ତ୍ତି ହୋଇ ଖୁନ୍ଦା ଯାଏ ତା ଉପରେ ଗାତର ମୁହଁର ବ୍ୟାସ ପରିମାଣରେ ମାଟିର ପ୍ରସ୍ତ ଦିଆଯାଇ ବାଡ଼ିଆ ଯାଏ ସେ ମାଟିକୁ ମାଟିକଳ ବୋଲାଯାଏ ସେ ମାଟି— କଳ ଟାଣ ହୋଇ ବାଡ଼ିଆ ହେଲା ପରେ ଗଡ଼ ଲେଉଟାଇ ଛିଦ୍ର ମୁହଁରୁ ବିଣ୍ଡା କଢ଼ାଯାଏ ଓ ସେ କଣାରେ ସାମାନ୍ୟ ବାରୁଦ ଭର୍ତ୍ତି କରାଯାଇ ଛିଦ୍ର ମୁହଁରେ ନିଆଁ ଲଗାଯାଏ]

ଅନୁବାଦ[ସମ୍ପାଦନା]

ସର୍ବନାମ[ସମ୍ପାଦନା]

ତୁମ୍ଭର (ଦେଖ) - Tumbhara (See)