ତୁମ୍ଭେ

ଉଇକିଅଭିଧାନ‌ରୁ

ତୁମ୍ଭେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ସର୍ବନାମ (ସଂସ୍କୃତ - ଯୁଷ୍ମଦ୍ ଶବ୍ଦ. ୧ମା. ୧ବ. ତ୍ୱଂ. ପ୍ରା. ତୁମ୍ହେ; ଆଦରାର୍ଥେ ଓ ଅତ୍ୟନ୍ତ ପରିଚିତ ସ୍ଥଳରେ)[ସମ୍ପାଦନା]

୨ୟ ପୁରୁଷ; ଏକ ବଚନ —You.

[ ଦ୍ର—ସଂସ୍କୃତ - ଯୁଷ୍ମଦ, ଓ. ତୁମ୍ଭେ ଶବ୍ଦର ରୂପ:— ଏକ ବଚନ ବହୁବଚନ ୧ମା— ତୁମ୍ଭେ ତୁମ୍ଭେମାନେ ୨ୟା— ତୁମ୍ଭଙ୍କୁ ତୁମ୍ଭମାନଙ୍କୁ ୩ୟା— ତୁମ୍ଭଦ୍ୱାରା ତୁମ୍ଭମାନଙ୍କଦ୍ୱାରା ୫ମୀ— ତୁମ୍ଭଠାରୁ ତୁମ୍ଭମାନଙ୍କଠାରୁ ୬ଷ୍ଠୀ— ତୁମ୍ଭ, ତୁମ୍ଭର ତୁମ୍ଭମାନଙ୍କର ୭ମୀ— ତୁମ୍ଭରେ, ତୁମ୍ଭଠାରେ ତୁମ୍ଭମାନଙ୍କଠାର]