ତୁରନ୍ତ
ଦେଖଣା
ତୁରନ୍ତ
ଉଚ୍ଚାରଣ
[ସମ୍ପାଦନା](ତୁରଂତ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ତୁରନ୍ତ
|
ଦେଶଜ - କ୍ରି. ବିଶେଷଣ -(ସଂସ୍କୃତ - ତ୍ୱରିତ; ତରସ୍=ବେଗ)
[ସମ୍ପାଦନା]- ୧. ଅତିଶୀଘ୍ର —୧. Quickly.
ବୋଲିବେ ଏ ବୃଷ ତୁରନ୍ତ ମରୁ: ଭାଇବନ୍ଧୁଙ୍କ ଭାବନା ସରୁ ନନ୍ଦକିଶୋର. ନିର୍ଝରିଣୀ
- ୨. ହଠାତ୍; ତତକ୍ଷଣାତ୍ — ୨. Immediately; at once.