ତୁର୍କୀ
ଦେଖଣା
ତୁର୍କୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫା; ସଂସ୍କୃତ - ନାମ. ତୁରଷ୍କ)
[ସମ୍ପାଦନା]- ୧. ତୁରଷ୍କଦେଶ — ୧. Turkey.
- ୨. ତୁରଷ୍କ ଦେଶବାସୀ ବ୍ୟକ୍ତି —୨. A Turk.
- ୩. ତୁରଷ୍କ ସେନା —୩. A Turk soilder.
- ୪. ତୁରଷ୍କ ଦେଶୀୟ ଘୋଡ଼ା — ୪. A Turkish or Arab pony.
- ୫. ତୁରଷ୍କ ଦେଶୀୟ ଭାଷା — ୫. The Turkish language.
[ ଦ୍ର—ଇଉରୋପ ମହାଦେଶରେ ଗୋଟିଏ ଦେଶର ନାମ ତୁରଷ୍କ ବା ତୁର୍କୀ ଏହା ପୂର୍ବେ ସୁଲ୍ତାନ୍ ଉପାଧିଧାରେ ରାଜାଙ୍କ ଶାସନାଧୀନ ଥିଲା ବର୍ତ୍ତମାନ ଏହା ପ୍ରଜାତନ୍ତ୍ର ହୋଇଅଛି ଏ ଦେଶକୁ ହିନ୍ଦୀରେ ରୂମ୍ ବୋଲାଯାଏ ଆସିଆ ମହାଦେଶରେ ଥିବା ତୁରଷ୍କ (ଆସିୟିକ ତୁରଷ୍କ, Turkey in Asia) ଆରବର ଉତ୍ତର ଓ ପାରସ୍ୟ ରାଜ୍ୟର ପଶ୍ଚିମ ଏ ଦୁଇ ତୁରଷ୍କ ଦେଶର ମଧ୍ୟରେ ମର୍ମରସାଗର ବ୍ୟବହିତ ]
ବିଶେଷଣ -
[ସମ୍ପାଦନା]- ୧. ତୁରଷ୍କ ସମ୍ୱନ୍ଧୀୟ —୧. Pertaining to Turkey.
- ୨. ତୁରଷ୍କ ଦେଶ ଜାତ —୨. Turkish.
- ୩. ତୁରଷ୍କ ଦେଶବାସୀ —୩. Residing in Turkey.