ତୁର୍କୀ

ଉଇକିଅଭିଧାନ‌ରୁ

ତୁର୍କୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା; ସଂସ୍କୃତ - ନାମ. ତୁରଷ୍କ)[ସମ୍ପାଦନା]

୧. ତୁରଷ୍କଦେଶ — ୧. Turkey.
୨. ତୁରଷ୍କ ଦେଶବାସୀ ବ୍ୟକ୍ତି —୨. A Turk.
୩. ତୁରଷ୍କ ସେନା —୩. A Turk soilder.
୪. ତୁରଷ୍କ ଦେଶୀୟ ଘୋଡ଼ା — ୪. A Turkish or Arab pony.
୫. ତୁରଷ୍କ ଦେଶୀୟ ଭାଷା — ୫. The Turkish language.

[ ଦ୍ର—ଇଉରୋପ ମହାଦେଶରେ ଗୋଟିଏ ଦେଶର ନାମ ତୁରଷ୍କ ବା ତୁର୍କୀ ଏହା ପୂର୍ବେ ସୁଲ୍ତାନ୍ ଉପାଧିଧାରେ ରାଜାଙ୍କ ଶାସନାଧୀନ ଥିଲା ବର୍ତ୍ତମାନ ଏହା ପ୍ରଜାତନ୍ତ୍ର ହୋଇଅଛି ଏ ଦେଶକୁ ହିନ୍ଦୀରେ ରୂମ୍ ବୋଲାଯାଏ ଆସିଆ ମହାଦେଶରେ ଥିବା ତୁରଷ୍କ (ଆସିୟିକ ତୁରଷ୍କ, Turkey in Asia) ଆରବର ଉତ୍ତର ଓ ପାରସ୍ୟ ରାଜ୍ୟର ପଶ୍ଚିମ ଏ ଦୁଇ ତୁରଷ୍କ ଦେଶର ମଧ୍ୟରେ ମର୍ମରସାଗର ବ୍ୟବହିତ ]

ବିଶେଷଣ -[ସମ୍ପାଦନା]

୧. ତୁରଷ୍କ ସମ୍ୱନ୍ଧୀୟ —୧. Pertaining to Turkey.
୨. ତୁରଷ୍କ ଦେଶ ଜାତ —୨. Turkish.
୩. ତୁରଷ୍କ ଦେଶବାସୀ —୩. Residing in Turkey.