Jump to content

ତୁଷାନଳ

ଉଇକିଅଭିଧାନ‌ରୁ

ତୁଷାନଳ

ଉଚ୍ଚାରଣ

[ସମ୍ପାଦନା]

(ତୁଷାଗ୍ନି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ. ତୁଷଦ୍ୱାରା ଦୀପ୍ତ ଅନଳ)

[ସମ୍ପାଦନା]
୧. ଚଷୁ ନିଆଁ a fire made of chaff.

[ ଦ୍ର—ଶୁଖିଲା ଘାସ କୁଟା ଓ ଘଷିର ନିଆଁକୁ ମଧ୍ୟ ତୁଷାନଳ ବୋଲାଯାଏ—ହିନ୍ଦୀ - ଶବ୍ଦସାଗର]

୨. ଚଷୂନିଆଁଦ୍ୱାରା ଶରୀରଦାହରୂପ ପ୍ରାୟଶ୍ଚିତବିଶେଷ — ୨. a kind of expiation for sin by being burnt to death.

[ ଦ୍ର—କୁମାରିଲେ ଭଟ୍ଟ ତୁଷାନଳଦ୍ୱାରା ଦଗ୍ଧ ହୋଇ ମରି ଥିଲେ—ହିନ୍ଦୀ - ଶବ୍ଦସାଗର]