Jump to content

ତୁଷାର

ଉଇକିଅଭିଧାନ‌ରୁ

ତୁଷାର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ତୁଷ. ଧାତୁ=କର୍ତ୍ତୃ. ଆର)

[ସମ୍ପାଦନା]
୧. ଜଳକଣା — ୧. Munute particles of water.
୨. ନୀହାର; କାକର —୨. Hoar-frost; dew.
୩. ବରଫ —୩. Ice; snow.
୪. ଶୀତ; ହିମ —୪. Cold.
୫. କୁହୁଡ଼ି —୫. Mist; fog.
୬. ଏକପ୍ରକାର କପୂର; ଚୀନା କପୂର — ୬. A kind of camphor.
୭. ପ୍ରାଚୀନ ଦେଶବିଶେଷ — ୭. Name of an ancien t country.

[ ଦ୍ର—ଏହା ହିମାଳୟର ଉତ୍ତର ଏହା ଉତ୍କୃଷ୍ଟ ଘୋଡ଼ା ପାଇଁ ପ୍ରସିଦ୍ଧଥିଲା; ଏହି ଦେଶବାସୀ ଶକ ଜାତିର ଶାଖା ଅଟନ୍ତି ହିନ୍ଦୀ - ଶବ୍ଦସାଗର]


ବିଶେଷଣ -

[ସମ୍ପାଦନା]

ଅତ୍ୟନ୍ତ ଶୀତଳ —Very cold.