ତୃଣାଗ୍ନି

ଉଇକିଅଭିଧାନ‌ରୁ

ତୃଣାଗ୍ନି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ତୃଣ+ଅଗ୍ନି)[ସମ୍ପାଦନା]

୧. ଘାସ କୁଟାଆଦିର ନିଆଁ —୧. Fire kindled with grass or straw; hay-fire.
୨. ଯେଉଁ ନିଆଁ ସହଜରେ ବା ଶୀଘ୍ର ଲିଭିଯାଏ — ୨. Quickly extinguished fire.
୩. ଅପରାଧୀ ବା ଦଣ୍ଡିତ ବ୍ୟକ୍ତିର ଦେହରେ ଘାସ, କୁଟା ଆଦି ଗୁଡ଼ାଇ ତହିଁରେ ନିଆଁ ଲଗାଯାଇ ତାକୁ ପୋଡ଼ି ଦେବା ରୀତି —୩. Burning of a criminal by entwining straw round his body and then setting it on fire (Apte).