ତୃତୀୟା ବିଭକ୍ତି

ଉଇକିଅଭିଧାନ‌ରୁ

ତୃତୀୟା ବିଭକ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - (ବ୍ୟାକରଣ)[ସମ୍ପାଦନା]

ଦ୍ୱାରା, କର୍ତ୍ତୃକ,ରେ ପ୍ରଭୃତି ଚିହ୍ନ ଯୁକ୍ତ କରଣକାରକର ବିଭକ୍ତି — The third case of nouns; the instrumental case in grammar.

[ଦ୍ରଷ୍ଟବ୍ୟ —ସାଧାରଣତଃ କରଣ କାରକରେ ତୃତୀୟା ବିଭକ୍ତି ହୁଏ; ତା ଛଡ଼ା ସଂସ୍କୃତର ଅନ୍ୟ ସ୍ଥାନରେ ବିଭିନ୍ନ ଅର୍ଥରେ ମଧ୍ୟ ତୃତୀୟା ବିଭକ୍ତି ଯୁକ୍ତ ହୁଏ ]