ତୃଷା

ଉଇକିଅଭିଧାନ‌ରୁ

ତୃଷା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ତୃଷ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ)[ସମ୍ପାଦନା]

୧. ପିପାସା; ତୃଷ୍ଣା; ଶୋଷ —୧. Thirst.
୨. ପ୍ରବଳ ଇଚ୍ଛା; ଆକାଙ୍କକ୍ଷା —୨. strong desire.
୩. ଲୋଭ —୩. A varice; covetuousness.
୪. କଳିଆରି (ହିନ୍ଦୀ - ଶବ୍ଦସାଗର) — ୪. A kind of bracelet.