ତୃଷାନ୍ୱିତ

ଉଇକିଅଭିଧାନ‌ରୁ

ତୃଷାନ୍ୱିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ତୃଷାନ୍ୱିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ତୃତୀୟା ତତ୍; ତୃଷାଦ୍ୱାରା ଅନ୍ୱିତ)[ସମ୍ପାଦନା]

୧. ତୃଷାର୍ତ୍ତ —୧. Thirsty.
୨. ଲୁବ୍ଧ —୨. Covetuous; greedy of gain.
୩. ଇଚ୍ଛୁକ; ଲାଳାୟିତ —୩. Desirous; hankering.