Jump to content

ତୃଷାନ୍ୱିତ

ଉଇକିଅଭିଧାନ‌ରୁ

ତୃଷାନ୍ୱିତ

ଉଚ୍ଚାରଣ

[ସମ୍ପାଦନା]
(ତୃଷାନ୍ୱିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ତୃତୀୟା ତତ୍; ତୃଷାଦ୍ୱାରା ଅନ୍ୱିତ)

[ସମ୍ପାଦନା]
୧. ତୃଷାର୍ତ୍ତ —୧. Thirsty.
୨. ଲୁବ୍ଧ —୨. Covetuous; greedy of gain.
୩. ଇଚ୍ଛୁକ; ଲାଳାୟିତ —୩. Desirous; hankering.