Jump to content

ତୃଷାର୍ତ୍ତ

ଉଇକିଅଭିଧାନ‌ରୁ

ତୃଷାର୍ତ୍ତ

ଉଚ୍ଚାରଣ

[ସମ୍ପାଦନା]
(ତୃଷାର୍ତ୍ତା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍; ତୃଷା+ଆର୍ତ୍ତ)

[ସମ୍ପାଦନା]

ଶୋଷଦ୍ୱାରା ଜର୍ଜରିତ; ପିପାସାଦ୍ୱାରା କାତର — Very thirsty; pained with thirst.