ତେଙ୍ଗଡ଼ା

ଉଇକିଅଭିଧାନ‌ରୁ

ତେଙ୍ଗଡ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ତେଙ୍ଗେଡ଼ା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ୟ୍ରଙ୍ଗଟ=ଶିକା)[ସମ୍ପାଦନା]

୧. ହାଣ୍ଡି ଆଦି ରଖିବା ନିମନ୍ତେ ଦୁଇ କାନ୍ଥର କଣରେ ଖଣ୍ଡିଏ କାଠି ମରାଇ ପ୍ରସ୍ତୁତ କରାଯିବା ତ୍ରିକୋଣାକାର ସ୍ଥାନ —୧. A bracket made by driving a stick into the corner of ୨ walls to put cooking pots on it.
୨. ରନ୍ଧନଶାଳାରେ ହାଣ୍ଡି ରଖିବା ନିମନ୍ତେ ମଳା କରା ଯାଇଥିବା ପିଣ୍ଡି —୨. A platform with grooves made on it to put the round bottomed cooking pots on them.
୩. ଝର ଝମ୍ପା (ଦେଖ) - ୩. Jhara jhampā (see) (Hainess)