Jump to content

ତେଣ୍ଡରା

ଉଇକିଅଭିଧାନ‌ରୁ

ତେଣ୍ଡରା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -

[ସମ୍ପାଦନା]

ବନିସି ଡୋରିରେ ସାଗିଥିବା ମଯୁର ପକ୍ଷ କାଠି ବା ଶୋଲ; ତେରଣ୍ଡା — The float of a fishing line.

[ଦ୍ରଷ୍ଟବ୍ୟ —ଏହା ବୁଡ଼ିଗଲେ ମାଛ ଥୋପ ଧରିଅଛି ବୋଲି ବନିସିଆକୁ ଜଣାଯାଏ]