ତେରଛ
ତେରଛ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷଣ - (ସଂସ୍କୃତ - ତିରସ୍; ତିରଶ୍ଚୀନ; ପ୍ରା. ତେରଛି)[ସମ୍ପାଦନା]
- ୧. ଯାହା ପୂର୍ଣ୍ଣ ଖଡ଼ା ବା ସମ୍ପୂର୍ଣ୍ଣ ଆଡ଼ା ନୁହେଁ; ବାଙ୍କ; ବକ୍ର; କୁଟିଳ — ୧. Crooked; awry; side long.
ଚାହାଣି ତାଙ୍କର ଅଟଇ ତେରଛ କୃଷ୍ଣସିଂହ. ମହାଭାରତ. ସଭା
- ୨. କର୍ଣ୍ଣ ମାର୍ଗରେ ଅବସ୍ଥିତ; ଯାହା ଭୂପୃଷ୍ଠରେ ଲମ୍ୱ— ଭାବରେ ବା ସମାନ୍ତରଭାବରେ ଅବସ୍ଥିତ ନୁହେଁ — ୨. Slanting; situated diametrically.
=== ପ୍ରାଦେଶିକ - (ଗଡ଼ଜାତ ଓ ଆଳି)
ବସିବା ପାଇଁ ବା ଠିଆ ହେବା ପାଇଁ ଅଖଞ୍ଜିଆ ସ୍ଥାନ —A place which is inconvenient to stand or sit upon,.
[ ଦ୍ର—ନଈ ଅତଡ଼ି ଓ ପିଣ୍ଡାଦାଢ଼ ଇତ୍ୟାଦି ]