Jump to content

ତେରଛା

ଉଇକିଅଭିଧାନ‌ରୁ

ତେରଛା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ତିରସ୍; ତିରଶ୍ଚୀନ; ପ୍ରା. ତେରଛି)

[ସମ୍ପାଦନା]
୧. ଯାହା ପୂର୍ଣ୍ଣ ଖଡ଼ା ବା ସମ୍ପୂର୍ଣ୍ଣ ଆଡ଼ା ନୁହେଁ; ବାଙ୍କ; ବକ୍ର; କୁଟିଳ — ୧. Crooked; awry; side long.

ଚାହାଣି ତାଙ୍କର ଅଟଇ ତେରଛ କୃଷ୍ନସିଂହ. ମହାଭାରତ. ସଭା

୨. କର୍ଣ୍ଣ ମାର୍ଗରେ ଅବସ୍ଥିତ; ଯାହା ଭୂପୃଷ୍ଠରେ ଲମ୍ୱ ଭାବରେ ବା ସମାନ୍ତରଭାବରେ ଅବସ୍ଥିତ ନୁହେଁ — ୨. Slanting; situated diametrically.

=== ପ୍ରାଦେଶିକ - (ଗଡ଼ଜାତ ଓ ଆଳି)

ବସିବା ପାଇଁ ବା ଠିଆ ହେବା ପାଇଁ ଅଖଞ୍ଜିଆ ସ୍ଥାନ —A place which is inconvenient to stand or sit upon,.

[ ଦ୍ର—ନଈ ଅତଡ଼ି ଓ ପିଣ୍ଡାଦାଢ଼ ଇତ୍ୟାଦି ]