Jump to content

ତେଲ

ଉଇକିଅଭିଧାନ‌ରୁ

ତେଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୈଳ; ପ୍ରା. ତେଲ)[ସମ୍ପାଦନା]

୧. ମାଲପା; ତୈଳ; ମଥାଦହି —୧. Oil.


ଅନୁବାଦ[ସମ୍ପାଦନା]

ଚାପ ତେଲ ସାଥିରେ ଲଣ୍ଡା ପୁଅ ସଭାବତ ଛାଡ଼ିଛି ଢ଼ଗ

[ଦ୍ରଷ୍ଟବ୍ୟ —ବ୍ୟୁଭିତ୍ତିଗତ ଅର୍ଥ ଅନୁସାରେ ତିଳ ବା ରାଶିରୁ ଉତ୍ପନ୍ନ ମାଲପା'ତୈଳ' ଅଟେକିନ୍ତୁ ସବୁ ପ୍ରକାରର ମାଲପା ବା ତୈଳ ବତ୍ ବସ୍ତୁକୁ ତୈଳ ବା ତେଲ କୁହାଯାଏ]

୨. ଚରବି —୨. Fat.

(ଯଥା—ମାଛ ତେଲ)

୩. ତୈଳବତ୍ ପଦାର୍ତ —୩. Oily or fatty substance.
୪. ଆୟୂର୍ବେଦର ଉପଦେଶମତେ ପ୍ରସ୍ତୁତ ଦୈଳ — ୪. Medicated oil.
୫. (ନାମ) ମହାନଦୀର ଶାଖା ନଦୀ ବିଶେଷ, ଏହା ଉପରେ ସୋନପୁର ରାଜଧାନୀ ଅବସ୍ଥିତ —Name of a branch of the Mahānadī river on which stands Sonepur.

[ଦ୍ରଷ୍ଟବ୍ୟ —ଓଡ଼ିଆରେ ସ୍ତ୍ରୀଲୋକମାନେ ତେଲ ପରିବର୍ତ୍ତନରେ 'ମାଲପା' ଶବ୍ଦ ବ୍ୟବହାର କରନ୍ତି ଓଡ଼ିଆରେ ସାଧାରଣ ତୈଳକୁ ତେଲ ଓ ଆୟୂର୍ବେଦ ବିଧାନ ଅନୁସାରେ ପ୍ରସ୍ତୁତ ତୈଳକୁ 'ତୈଳ' ବୋଲାଯାଏ