Jump to content

ତେଲି

ଉଇକିଅଭିଧାନ‌ରୁ

ତେଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ତେଲୁଣୀ, ତେଲିଆଣୀସ୍ତ୍ରୀ

ଦେଶଜ - ବିଶେଷ୍ୟ - ପୁଂ. (ସଂସ୍କୃତ - ତୈଳିକ, ତୈଳୀ)[ସମ୍ପାଦନା]

୧. ତେଲ ପେଡ଼ିବା ଜାତି; ତୈଳକାର ଜାତି — ୧. A caste for pressing oil; oilman.

ତେଲଗୁଡ଼ିଆ—ବାର ମାସରେ ବାର କୁଡ଼ିଆ—ଅନୁଭବ ବଚନ

୨. ତୈଳ ବ୍ୟବସାୟୀ ଜାତି; ତିଲି (ଦେଖ) - ୨. A caste dealing in oil.

[ ଦ୍ର—ତେଲି ମାନେ ସାଧାରଣତଃ ଭାରି କୃପଣ ବୋଲି ଆମ ଦେଶରେ କଥିତ ଅଛି ଏମାନେ ଦୋକାନ ଓ ମହାଜନି କରନ୍ତି ସବୁବେଳେ କାରବାର କରୁଥିବାରୁ ଏମାନଙ୍କ ଦେହ ଓ ଲୁଗାପଟା ତେଲ ଯୋଗୁଁ ମଇଳା ହୋଇଥାଏ ପ୍ରବାଦ ଅଛି ଯେ, ସାତଜଣ ତେଲି ତେଲ ପେଡ଼ିବା ନିମନ୍ତେ 'ଗବ' ବା ଜଡ଼ା କିଣି ଆଣୁଥିବା ସମୟରେ ଗୋଟିଏ ଗବମଞ୍ଜି ପାଣିରେ ପଡ଼ି ଭାସିଗଲା ସେହି ଗବଟିକୁ ଧରିବା ପାଇଁ ସାତଟି ଯାକ ତେଲି ଧରାଧରି ହୋଇ ପାଣିରେ ବୁଡ଼ି ମଲେ ]

ପ୍ରାଦେଶିକ - (ଗଞ୍ଜାମ)[ସମ୍ପାଦନା]

ଗଞ୍ଜାମ ଜିଲ୍ଲାର ପାଟକବିଶେଷ A caste of Ṡūdras in the district of Ganjam