Jump to content

ତୈଳ

ଉଇକିଅଭିଧାନ‌ରୁ

ତୈଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ତିଳ+ବିକାରାର୍ଥେ. ଅ)[ସମ୍ପାଦନା]

୧. ରାଶିତେଲ — ୧. Sesamum oil.
୨. ତେଲ, ମାଲପା —୨. Oil.
୩. ଚିକ୍ମଣ ବା ସ୍ନେହ ଦ୍ରବ ପଦାର୍ଥ —୩. Oily liquid.
୪. ଲୋଭନ୍ —Benzion (Apte)
୫. ଆୟୁର୍ବେଦୋକ୍ତ ପ୍ରକ୍ରିୟାରେ ପ୍ରସ୍ତୁତ ତୈଳ — ୫. Mediciated oil.