Jump to content

ତୋଖମ

ଉଇକିଅଭିଧାନ‌ରୁ

ତୋଖମ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ତୁଳ. ସଂସ୍କୃତ - ତୋକ୍ମ=ଗଜା)

[ସମ୍ପାଦନା]

ଜନ୍ମ; କୁଳ —Birth; lineage.

ତୋଖମ୍, ତାଖମ୍ ସୋବତ୍ ଅସଲ—ଫାରସୀ. ଢଗ