ତୋଟା ଗୋପୀନାଥ
ଦେଖଣା
ତୋଟା ଗୋପୀନାଥ
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ପୁରୀ) ବିଶେଷ୍ୟ -
[ସମ୍ପାଦନା]- ୧. ପୁରୀ ନିକଟସ୍ଥ ବଡ଼ ଆମ୍ୱ ତୋଟାରେ ଥିବା ବିଷ୍ଣୁମୁର୍ତ୍ତି — ୧. Name of an image of Bishṇu in a mango tope in the suberb of the town of Puri.
- ୨. ସତ୍ୟବାଦୀ ବଉଳ ତୋଟାରେ ଥିବା ଗୋପାଳଜୀଉ ଠାକୁର —୨. A name of the Idol Gopaljīu at Sakhigopal in the District of Puri.