ତୋଡ଼ିବା

ଉଇକିଅଭିଧାନ‌ରୁ

ତୋଡ଼ିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ତୋଡ଼ିଦେବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ତ୍ରୁଟ୍ ଧାତୁ=ଭାଙ୍ଗିବା; ତୁଡ଼୍ ଧାତୁ ଭେଦନ)[ସମ୍ପାଦନା]

୧. ଭାଙ୍ଗିବା —୧. To break.
୨. ଗାଲକୁ ଚିମୁଟିବା; ଗାଲକୁ ଆଙ୍ଗୁଠିରେ ଚିପିବା — ୨. To pinch the cheek with the fingers.