ତୋବା
ତୋବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ବୈଦେଶିକ - ଅ (ଆରବୀ - ତୌବହ୍; ତଓବାହ୍ ମୁସଲମାନୀ ଭାଷା) (ମୁସଲମାନମାନଙ୍କ ଉଚ୍ଚାରିତ)[ସମ୍ପାଦନା]
ହା ବିଧେ ! ହାୟ ! ଛି ଛି ! ରାମ୍ ରାମ୍ ! —(an interjection of regret or repentance) God forbid ! Alas
[ଦ୍ରଷ୍ଟବ୍ୟ —କୌଣସି ନିଷିଦ୍ଧ କଥା ଶୁଣିଲେ, ଦେଖିଲେ ବା ଛୁଇଁଲେ ବା ନିଜର କୌଣସି ପାପ ବା ଅନ୍ୟାୟ ସ୍ମରଣ କଲେ ମୁସଲମାନ—
ମାନେ ପ୍ରାୟଶ୍ଚିତ୍ତ ବା ଖେଦସୂଚକ ବା ଅନୁତାପସୂଚକ ଏହି ଅବ୍ୟୟ ଉଚ୍ଚାରଣ କରନ୍ତି