Jump to content

ତୋବ୍ୱା

ଉଇକିଅଭିଧାନ‌ରୁ

ତୋବ୍ୱା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ଅ (ଆରବୀ - ତୌବହ୍; ତଓବାହ୍ ମୁସଲମାନୀ ଭାଷା) (ମୁସଲମାନମାନଙ୍କ ଉଚ୍ଚାରିତ)

[ସମ୍ପାଦନା]

ହା ବିଧେ ! ହାୟ ! ଛି ଛି ! ରାମ୍ ରାମ୍ ! —(an interjection of regret or repentance) God forbid ! Alas

[ଦ୍ରଷ୍ଟବ୍ୟ —କୌଣସି ନିଷିଦ୍ଧ କଥା ଶୁଣିଲେ, ଦେଖିଲେ ବା ଛୁଇଁଲେ ବା ନିଜର କୌଣସି ପାପ ବା ଅନ୍ୟାୟ ସ୍ମରଣ କଲେ ମୁସଲମାନ— ମାନେ ପ୍ରାୟଶ୍ଚିତ୍ତ ବା ଖେଦସୂଚକ ବା ଅନୁତାପସୂଚକ ଏହି ଅବ୍ୟୟ ଉଚ୍ଚାରଣ କରନ୍ତି