ତୋମରଧର

ଉଇକିଅଭିଧାନ‌ରୁ

ତୋମରଧର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତୋମର+ଧୃ. ଧାତୁ=ଧାରଣ କରିବା+ କର୍ତ୍ତୃ. ଅ)[ସମ୍ପାଦନା]

୧. ଅଗ୍ନି ଦେବତା —୧. The God of fire.
୨. ଅଗ୍ନି —୨. Fire.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

ତୋମରଧାରୀ; ଯେ ତୋମର ଅସ୍ତ୍ର ଧାରଣ କରିଥାଏ —Holding a javellin.