ତୋର

ଉଇକିଅଭିଧାନ‌ରୁ

ତୋର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(ତୋଅର, ତୋଓର, ତୋହର, ତୋହୋର—ଅନ୍ୟରୂପ)

ଦେଶଜ - ସର୍ବନାମ (ସଂସ୍କୃତ - ଯୁଷ୍ମଦ୍ ଶବ୍ଦର ୧ମା ବିଭକ୍ତି ଏକବଚନ 'ତ୍ୱଂ' ଓ ୬ଷ୍ଠୀ ଏକବଚନ 'ତେ')[ସମ୍ପାଦନା]

୧. (ଅନାଦରାର୍ଥ) ତୋ —୧. Thine.

ସେ କଥା ମୁହଁ ତୋର ପାଖେ, କହିବି ଭକ୍ତଜନ ସୁଖେ— ଜଗନ୍ନାଥ. ଭାଗବତ