Jump to content

ତୋଳ

ଉଇକିଅଭିଧାନ‌ରୁ

ତୋଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ତୁଳ ଧାତୁ=ଓଜନ ନିରୂପଣ କରିବା+କରଣେ ଅ; ଯାହାଦ୍ୱାରା ସୁନା, ରୂପା, ମଣି ଆଦିର ଓଜନ ନିରୂପିତ ହୁଏ)

[ସମ୍ପାଦନା]

ତୋଳା; ଭରି; ୧ (ବା ମତାନ୍ତରରେ ୧୨: ) ମସା; ୮ ରତି ଓଜନ; ଏକ ଟଙ୍କା ଓଜନ —A unit of weight; a weight of one silver rupee; a tola; ୨୦୮ grains troy.