Jump to content

ତୋଳା

ଉଇକିଅଭିଧାନ‌ରୁ

ତୋଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତୁଳ୍ ଧାତୁ=ଓଜନ କରିବା+ଭାବ. ଅ)[ସମ୍ପାଦନା]

ଓଜନ —Weighing.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୁଳ୍ ଧାତୁ; ତୋଳ; ତୋଳକ)[ସମ୍ପାଦନା]

୧. ଏକଟଙ୍କା ଓଜନ; ଏକ ଭରି; ଦଶମସା ପରିମାଣ — ୧. A tola; weight of one rupee.
୨. ଚୟନ; ଗଛରୁ ଫଳ ବା ଫୁଲ ସଂଗ୍ରହ କରିବା; ତୋଳିବା — ୨. Plucking (of flowers and fruits.)
୩. ନଡ଼ିଆ ଆମ୍ୱ ଆଦି ଗଛରୁ ଫଳ ଆଦି ତୋଳାଯିବାର ଥର —୩. One plucking occasion of fruits etc from a tree or trees.

(ଯଥା—ଏ ବର୍ଷ ପୀତାମ୍ୱରୀଙ୍କର ହଜାରେ ନଡ଼ିଆଗଛରୁ ପହିଲି ତୋଳାରେ ଚାରିପଣ ସୁଦ୍ଧା ନଡ଼ିଆ ମିଳିଲା ନାହିଁ)

୪. ଘର ଆଦି ତୋଲିବା ବା ତିଆରି କରିବା; ନିର୍ମାଣ — ୪. Building; raising of a structure; structures.

(ଯଥା—ଶିବେଇ ସାଆନ୍ତରାଙ୍କ ଦେଉଳ ତୋଳା ନ୍ୟାୟ)

୫. (ତୁଳ. ଇଂରାଜୀ - ଟୋଲ୍ଲ)—ହାଟ ତୋଳା; ହାଟରେ ପଣ୍ୟ— ବିକ୍ରେତାଙ୍କ ଠାରୁ ହାଟର ସ୍ୱାମୀଙ୍କପକ୍ଷରୁ ଆଦାୟ କରା— ଯିବା ଶୁଳ୍କ —୫. A toll in money or kind levied from the stall-keepers and vendors in market; market toll.

[ଦ୍ରଷ୍ଟବ୍ୟ —ଏହା ପଣ୍ୟଦ୍ରବ୍ୟ ଆକାରରେ କିମ୍ୱା ଅର୍ଥାକାରରେ ନିଆଯାଏ]

୬. (ସଂସ୍କୃତ - ଉତ୍+ତୋଳନ) ଉଠାଇବା; ଉତ୍ତୋଳନ — ୬. To lift; raise; take up.
୭. ଗୋଟାଇ ପକାଇବା —୭. Picking up.

ବିଶେଷଣ -[ସମ୍ପାଦନା]

୧. ତୋଳକ; ଯେ ଓଜନ କରେ —୧. Weighing
୨. ଉତ୍ତୋଳିତ —୨. Raised; lifted.
୩. ନିର୍ମିତ —୩. Constructed.

ଆଶ୍ରମ ତୋଳା ହୋଇଅଛି ଯେ ଅନେକ କୃଷ୍ଣସିଂହ. ମହାଭାରତ. ବନ

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ତୋଳା ଆବାଦି (ଦେଖ) - Toḻā ābādi (See)