ତୋଳା
ଦେଖଣା
ତୋଳା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତୁଳ୍ ଧାତୁ=ଓଜନ କରିବା+ଭାବ. ଅ)
[ସମ୍ପାଦନା]ଓଜନ —Weighing.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୁଳ୍ ଧାତୁ; ତୋଳ; ତୋଳକ)
[ସମ୍ପାଦନା]- ୧. ଏକଟଙ୍କା ଓଜନ; ଏକ ଭରି; ଦଶମସା ପରିମାଣ — ୧. A tola; weight of one rupee.
- ୨. ଚୟନ; ଗଛରୁ ଫଳ ବା ଫୁଲ ସଂଗ୍ରହ କରିବା; ତୋଳିବା — ୨. Plucking (of flowers and fruits.)
- ୩. ନଡ଼ିଆ ଆମ୍ୱ ଆଦି ଗଛରୁ ଫଳ ଆଦି ତୋଳାଯିବାର ଥର —୩. One plucking occasion of fruits etc from a tree or trees.
(ଯଥା—ଏ ବର୍ଷ ପୀତାମ୍ୱରୀଙ୍କର ହଜାରେ ନଡ଼ିଆଗଛରୁ ପହିଲି ତୋଳାରେ ଚାରିପଣ ସୁଦ୍ଧା ନଡ଼ିଆ ମିଳିଲା ନାହିଁ)
- ୪. ଘର ଆଦି ତୋଲିବା ବା ତିଆରି କରିବା; ନିର୍ମାଣ — ୪. Building; raising of a structure; structures.
(ଯଥା—ଶିବେଇ ସାଆନ୍ତରାଙ୍କ ଦେଉଳ ତୋଳା ନ୍ୟାୟ)
- ୫. (ତୁଳ. ଇଂରାଜୀ - ଟୋଲ୍ଲ)—ହାଟ ତୋଳା; ହାଟରେ ପଣ୍ୟ— ବିକ୍ରେତାଙ୍କ ଠାରୁ ହାଟର ସ୍ୱାମୀଙ୍କପକ୍ଷରୁ ଆଦାୟ କରା— ଯିବା ଶୁଳ୍କ —୫. A toll in money or kind levied from the stall-keepers and vendors in market; market toll.
[ଦ୍ରଷ୍ଟବ୍ୟ —ଏହା ପଣ୍ୟଦ୍ରବ୍ୟ ଆକାରରେ କିମ୍ୱା ଅର୍ଥାକାରରେ ନିଆଯାଏ]
- ୬. (ସଂସ୍କୃତ - ଉତ୍+ତୋଳନ) ଉଠାଇବା; ଉତ୍ତୋଳନ — ୬. To lift; raise; take up.
- ୭. ଗୋଟାଇ ପକାଇବା —୭. Picking up.
ବିଶେଷଣ -
[ସମ୍ପାଦନା]- ୧. ତୋଳକ; ଯେ ଓଜନ କରେ —୧. Weighing
- ୨. ଉତ୍ତୋଳିତ —୨. Raised; lifted.
- ୩. ନିର୍ମିତ —୩. Constructed.
ଆଶ୍ରମ ତୋଳା ହୋଇଅଛି ଯେ ଅନେକ କୃଷ୍ଣସିଂହ. ମହାଭାରତ. ବନ
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ତୋଳା ଆବାଦି (ଦେଖ) - Toḻā ābādi (See)