ତୋଷଦାନ୍

ଉଇକିଅଭିଧାନ‌ରୁ

ତୋଷଦାନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - କାର୍ଟିଜ୍ରୁ ଉତ୍ପନ୍ନ ଉର୍ଦ୍ଦୁ କର୍ତ୍ତୁଜ+ ଫାରାସୀ - ପ୍ରତ୍ୟୟ ଦାନ୍= ଉର୍ଦ୍ଦୁ ତୋଷଦାନ; ଯୋଗେଶ୍ଚର୍ନ୍ଦ ଫାରାସୀ - କୋଷଦାନ୍—ଜ୍ଞାନେନ୍ଦ୍ର)[ସମ୍ପାଦନା]

ଗୁଳି ବାରୁଦ ଆଦି ରଖିବାର ମୁଣି — A cartridge and powder pouch.